ଗୋଟେପଟେ ସ୍ୱାମୀ, ଗୋଟେପଟେ ଝିଅ, କାହାକୁ ବାଛିଥାନ୍ତେ ମହିଳା ଜଣକ । ନିଜ ଗର୍ଭରେ ରଖି ଯାହାକୁ ଅନ୍ତଫାଡି ଜନ୍ମ ଦେଇଥିଲେ ନା ଯାହା ହାତଧରି ଭବିଷ୍ୟତର ସ୍ୱପ୍ନ ଦେଖୁଥିଲେ । ଏମିତି ଏକ ପରିସ୍ଥିତିରେ ବୋଧେ କେହି କେବେ ଜୀବନରେ ପଡ଼ିନଥିବେ । ଯେତେବେଳେ ନିଜ ଛୁଆ ଓ ନିଜ ସ୍ୱାମୀଙ୍କ ଭିତରୁ ଜଣଙ୍କୁ ବାଛିବାକୁ ପଡେ । ନା ଦଶମାସର କଷ୍ଟକୁ ଭୁଲିପାରୁଛନ୍ତି ନା ଜୀବନସାଥୀର ପ୍ରେମକୁ । ତଥାପି ମା'ର ମମତା ଆଗରେ ହାର ମାନିଯାଇଥିଲା ଜୀବନର ପ୍ରେମ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Special
ଅଚଳ ପ୍ରଥପ୍ରାନ୍ତ ସୁବିଧା କେନ୍ଦ୍ର
ରାଜ୍ୟ ପୂର୍ତ୍ତ ବିଭାଗ ଜରିଆରେ ପ୍ରତି ପଥପ୍ରାନ୍ତ ସୁବିଧା କେନ୍ଦ୍ର ବା ଓ୍ବେସାଇଡ୍ ଆମିନିଟି ସେଣ୍ଟର ପାଇଁ ୧ କୋଟି ୧୦ ଲକ୍ଷ ଟଙ୍କାରୁ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏଥିରେ ଶୌଚାଳୟ, ପିଇବା ପାଣି, ଛୋଟ ପାର୍କିଂ ବ୍ୟବସ୍ଥା, ଜଳପାନ ବା କ୍ୟାଫେଟେରିଆ ବ୍ୟବସ୍ଥା ରହିଥିଲା। ଡ୍ରାଇଭରମାନଙ୍କ ବିଶ୍ରାମ ପାଇଁ ବି ଅଳ୍ପ ସ୍ଥାନ ଥିଲା।

Special
ଲୋକେ ହସୁଥିଲେ, ଏବେ ଦେବେନ୍ଦ୍ର ହସୁଛନ୍ତି
ନିଜେ ରୋଜଗାରକ୍ଷମ ହେବା ସହିତ ୧୦/୧୨ ଜଣଙ୍କୁ କାମ ଦେଇଛନ୍ତି ଦେବେନ୍ଦ୍ର।

Special
ପାଣି ସମସ୍ୟା, ବାହା ହୋଇପାରୁନାହାନ୍ତି ଗାଁ ଯୁବକ
ବଡ଼ବାର୍ଲି ଗାଁରେ ୨୧୮ଟି ଘର ଅଛି। ଗାଁର ମୋଟ ଜନସଂଖ୍ୟା ୧୦୦୦ରୁ ଅଧିକ। ସେମାନେ ଆଦିବାସୀ ଓ ଦଳିତ। ପାହାଡ଼, ଜଙ୍ଗଲ ଘେରା ଏହି ଗାଁକୁ ରାସ୍ତା ଯାଇଛି। ବିଜୁଳି ବି ପହଞ୍ଚି ପାରିଛି। କିନ୍ତୁ ଜଳ ବ୍ୟବସ୍ଥା ହୋଇପାରିନାହିଁ।

Special
ଚିନ୍ତାରେ ଚିନ୍ତାମଣିପୁର ଗ୍ରାମବାସୀ
୨୫ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ରାଜ୍ୟରେ ସରକାର କରିଥିଲା। କିନ୍ତୁ ତା’ ମଧ୍ୟରେ କଟକ ଜିଲ୍ଲାରେ ଥିବା ଚିନ୍ତାମଣିପୁର ଗାଁ ଲୋକଙ୍କ ସମସ୍ୟା ଦୂର ହୋଇପାରିଲା ନାହିଁ।

Special
ରାଗିଂର ହଟ୍ସ୍ପଟ୍ ବ୍ରହ୍ମପୁର ମେଡିକାଲ୍ କଲେଜ!
2022ରୁ 2024 ପର୍ଯ୍ୟନ୍ତ ତିନି ବର୍ଷର ତଥ୍ୟକୁ ଦେଖିଲେ, ବ୍ରହ୍ମପୁର ମେଡିକାଲ୍ କଲେଜରୁ 25ଟି ଅଭିଯୋଗ ଆସିଛି, ଯାହାକି ଦେଶରେ ଥିବା ଅନ୍ୟାନ୍ୟ ମେଡିକାଲ କଲେଜ ଭିତରେ ସବୁଠାରୁ ଅଧିକ ରହିଛି।