Advertisment

ସିନ୍ଦୁର ଲିଭିଯାଉ ପଛେ, ଝିଅ ତଂଟି ଚିପି ପାରିବିନି

ଗୋଟେପଟେ ସ୍ୱାମୀ, ଗୋଟେପଟେ ଝିଅ, କାହାକୁ ବାଛିଥାନ୍ତେ ମହିଳା ଜଣକ । ନିଜ ଗର୍ଭରେ ରଖି ଯାହାକୁ ଅନ୍ତଫାଡି ଜନ୍ମ ଦେଇଥିଲେ ନା ଯାହା ହାତଧରି ଭବିଷ୍ୟତର ସ୍ୱପ୍ନ ଦେଖୁଥିଲେ ।

Advertisment

ଗୋଟେପଟେ ସ୍ୱାମୀ, ଗୋଟେପଟେ ଝିଅ, କାହାକୁ ବାଛିଥାନ୍ତେ ମହିଳା ଜଣକ । ନିଜ ଗର୍ଭରେ ରଖି ଯାହାକୁ ଅନ୍ତଫାଡି ଜନ୍ମ ଦେଇଥିଲେ ନା ଯାହା ହାତଧରି ଭବିଷ୍ୟତର ସ୍ୱପ୍ନ ଦେଖୁଥିଲେ । ଏମିତି ଏକ ପରିସ୍ଥିତିରେ ବୋଧେ କେହି କେବେ ଜୀବନରେ ପଡ଼ିନଥିବେ । ଯେତେବେଳେ ନିଜ ଛୁଆ ଓ ନିଜ ସ୍ୱାମୀଙ୍କ ଭିତରୁ ଜଣଙ୍କୁ ବାଛିବାକୁ ପଡେ । ନା ଦଶମାସର କଷ୍ଟକୁ ଭୁଲିପାରୁଛନ୍ତି ନା ଜୀବନସାଥୀର ପ୍ରେମକୁ । ତଥାପି ମା'ର ମମତା ଆଗରେ ହାର ମାନିଯାଇଥିଲା ଜୀବନର ପ୍ରେମ ।

Advertisment
Odisha Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe