ଦରପୋଡା ଦେହରେ ପୋଛୁଛନ୍ତି ବିଧବା ବୋହୂର ଲୁହ | Odisha Reporter
ବୁଢା ବାପଟି ପାଇଁ ଏତେ ଦୁଃଖ ପୁଣି ବାକି ରହିଯାଇଥିଲା । ନଇଁ ପଡୁଥିବା ଅଣ୍ଟାକୁ ଯେତେବେଳେ ପୁଅ ମାନଙ୍କ ସାହାରା ଦରକାର ଥିଲା । ସେତେବେଳେ ଦୁଇ ଭଣ୍ଡିଆ ପୁଅଙ୍କୁ ଇଶ୍ୱର ଛଡାଇ ନେଲା । ଯେତେବେଳେ ପୋଡା ଦେହଟାକୁ ଧରି ଟିକେ ଶେଯରେ ଶୋଇବାର ଥିଲା, ସେତେବେଳେ ଦୁଇ ବିଧବା ବୋହୂଙ୍କ ମୁହଁ ରୋଗିଣା ଆଖିରୁ ଲୁହ ଝରାଇଲା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
