Advertisment

ଦରପୋଡା ଦେହରେ ପୋଛୁଛନ୍ତି ବିଧବା ବୋହୂର ଲୁହ

ବୁଢା ବାପଟି ପାଇଁ ଏତେ ଦୁଃଖ ପୁଣି ବାକି ରହିଯାଇଥିଲା । ନଇଁ ପଡୁଥିବା ଅଣ୍ଟାକୁ ଯେତେବେଳେ ପୁଅ ମାନଙ୍କ ସାହାରା ଦରକାର ଥିଲା । ସେତେବେଳେ ଦୁଇ ଭଣ୍ଡିଆ ପୁଅଙ୍କୁ ଇଶ୍ୱର ଛଡାଇ ନେଲା ।

Advertisment

ବୁଢା ବାପଟି ପାଇଁ ଏତେ ଦୁଃଖ ପୁଣି ବାକି ରହିଯାଇଥିଲା । ନଇଁ ପଡୁଥିବା ଅଣ୍ଟାକୁ ଯେତେବେଳେ ପୁଅ ମାନଙ୍କ ସାହାରା ଦରକାର ଥିଲା । ସେତେବେଳେ ଦୁଇ ଭଣ୍ଡିଆ ପୁଅଙ୍କୁ ଇଶ୍ୱର ଛଡାଇ ନେଲା । ଯେତେବେଳେ ପୋଡା ଦେହଟାକୁ ଧରି ଟିକେ ଶେଯରେ ଶୋଇବାର ଥିଲା, ସେତେବେଳେ ଦୁଇ ବିଧବା ବୋହୂଙ୍କ ମୁହଁ ରୋଗିଣା ଆଖିରୁ ଲୁହ ଝରାଇଲା ।

Advertisment
Kendujhar Odisha Poverty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe