Advertisment

ଏହା ହଳଦୀ ପାଣି ନା ତରକାରୀ ?

ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସରକାର କରିଛନ୍ତି ମିଡ୍ ଡେ ମିଲ୍ ବ୍ୟବସ୍ଥା । ହେଲେ ଏଠି ପିଲାଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ । କେତେବେଳେ ପାଣିଆ ଡାଲି ତ କେତେବେଳେ ହଳଦୀ ପାଣି ଅଣ୍ଡା ତରକାରୀ ଦିଆଯାଉଛି ।

author-image
Manoj Swain
ଅଦ୍ୟତନ ହୋଇଛି

ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସରକାର କରିଛନ୍ତି ମିଡ୍ ଡେ ମିଲ୍ ବ୍ୟବସ୍ଥା । ହେଲେ ଏଠି ପିଲାଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ । କେତେବେଳେ ପାଣିଆ ଡାଲି ତ କେତେବେଳେ ହଳଦୀ ପାଣି ଅଣ୍ଡା ତରକାରୀ ଦିଆଯାଉଛି । ଏହା ସହ ପୋକଡା ଚାଉଳ ଭାତ ମଧ୍ୟ ଦିଆଯାଉଥିବା ଅଭିଯୋଗ ଆସିଛି । ଗଞ୍ଜାମ କବିସୂର୍ଯ୍ୟନଗର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପାଖରେ ଥିବା ଗୌଡ଼ସାହି ପ୍ରାଥମିକ ବିଦ୍ୟାଳୟରୁ ସାମ୍ନାକୁ ଆସିଛି ଏଭଳି ଅଭିଯୋଗ ।

Advertisment
Odisha Ganjam