ଗାଁ ଲୋକଙ୍କ ସୁବିଧାରେ ଯାତାୟତ ପାଇଁ ନଦୀ ଉପରେ ପୋଲ ତିଆରି କରିଦେଲେ ଆଦିବାସୀ ଯୁବକ। ବିଡିଓଙ୍କ ଠାରୁ ଜିଲ୍ଲାପାଳ, ବିଧାୟକଙ୍କ ଠାରୁ ସାଂସଦଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଯାତାୟତ ଅସୁବିଧା ନେଇ ପ୍ରତିଦିନ ସମ୍ମୁଖୀନ ହେବାକୁ ପଡ଼ୁଥିବା ସମସ୍ୟ ନେଇ ଅଭିଯୋଗ ଜଣାଇବେ ସତ୍ତ୍ୱେ କେହିବି ସମାଧାନ କଲେନି। ସରକାର ମଧ୍ୟ ନିରାଶ କଲେ। ତେଣୁ ନିଜ ଗାଁର ସୁବିଧା ପାଇଁ ସଞ୍ଚିତ କରିଥିବା ଟଙ୍କାକୁ ବିନିଯୋଗ କରି ଏକ କାଠ ପୋଲ କରିବାରେ ସଫଳ ହୋଇଛି ଆଦିବାସୀ ମୁଲକର ପାଠପଢ଼ି ନଥିବା ଡଗିଶା ମଳିକ। କନ୍ଧମାଳ ଜିଲ୍ଲା ବିନ୍ଦୁପଦର ଗାଁର ଡଗିଶାଙ୍କ ଉଦ୍ୟମ ଏବେ ଚର୍ଚ୍ଚାର ବିଷୟ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।
Interview
କାହିଁକି ବାବାଙ୍କୁ ଛୁଇଁ ପାରିନି ରୋଗ?
ବାବା ଶିବାନନ୍ଦଙ୍କୁ ଦେଖି ଚମକି ପଡ଼ିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
Special
ଅମଳ ବେଳେ ଉତ୍ପାତ କରୁଛନ୍ତି ବାର୍ହା, ହାତୀ; ଚିନ୍ତାରେ କନ୍ଦମୂଳ ଚାଷୀ
ଢେଙ୍କାନାଳ କନ୍ଦମୂଳ ସ୍ୱାଦ ଓ ଚାହିଦା ମଧ୍ୟ ଭଲ ରହିଛି। ଏଠାରୁ ଅମଳ ହେଉଥିବା କନ୍ଦମୂଳ ଶ୍ରୀକ୍ଷେତ୍ର ଯାଉଛି। କୁହାଯାଉଛି ମହାପ୍ରଭୁଙ୍କ ମହାପ୍ରସାଦରେ ଢେଙ୍କାନାଳ କନ୍ଦମୂଳ ଲାଗି ହେଉଛି।
Special
୧୯୭୧ ଯୁଦ୍ଧରେ ଧୂଳି ଚାଟିଥିଲା ପାକିସ୍ତାନ; ଅନୁଭୂତି ବଖାଣିଲେ ଓଡ଼ିଆ ନୌବୀର
ଡିସେମ୍ବର ୪ ତାରିଖ ରାତିରେ ଧୂଳିସାତ୍ ହୋଇଥିଲା କରାଚୀ ବନ୍ଦର। ଶତ୍ରୁ ଛାତିରେ ତାଣ୍ଡବ ରଚିଥିଲା ଭାରତୀୟ ନୌସେନା। ନିଜ ଅନୁଭୂତି ବଖାଣିଲେ 'ଅପରେସନ୍ ଟ୍ରାଇଡେଣ୍ଟ'ରେ ସାମିଲ ଓଡ଼ିଆ ନୌବୀର।
Special
ମୋତେ ଭାତ ମୁଠାଏ ଦରକାର... ପୁଅ-ବୋହୂ କହିଲେ, ଜରାଶ୍ରମରେ କାହିଁକି ରହିବନି?
୫ ବର୍ଷ ତଳେ ହଠାତ୍ ଶୁକଦେବଙ୍କ ଜୀବନର ଗତିପଥ ବଦଳିଥିଲା। ଅଭିଯୋଗ ଅନୁସାରେ ଘର ତିଆରି ବାହାନାରେ ଜାଗା ହଡ୍ପ ପାଇଁ ରେବତୀଙ୍କୁ ପାଖକୁ ନେବାକୁ ପୁଅବୋହୂ ଥୋପ ପକାଇଥିଲେ। ଆଉ ଖେଳିଥିଲେ ମମତା କାର୍ଡ।