ଓଟିଭି ଆଣିଲା ଓଡ଼ିଶାର ପ୍ରଥମ AI ନ୍ୟୁଜ୍‌ ଆଙ୍କର

ଓଡ଼ିଆରେ ନ୍ୟୁଜ୍ ପଢ଼ିବ, ପ୍ରଥମ ଓଡ଼ିଆ AI ନ୍ୟୁଜ୍ ଆଙ୍କର ‘ଲିସା’ ।

Manoj Swain
  • Published: Sunday, 09 July 2023
  • Updated: 09 July 2023, 05:19 PM IST

Sports

Latest News

OTVର ସଫଳତାରେ ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ । ବ୍ରଡ୍‌କାଷ୍ଟିଂରେ ଆଉ ଏକ ପାହାଚରେ ପାଦ ଥାପିଲା ଓଟିଭି । ଓଟିଭି ଆଣିଲା ଓଡ଼ିଶାର ପ୍ରଥମ AI ନ୍ୟୁଜ୍‌ ଆଙ୍କର । ଟେଲିଭିଜନ ଦୁନିଆରେ AI ନ୍ୟୁଜ ଆଙ୍କର ‘ଲିସା’ ନାଁରେ ପରିଚିତ ହେବ । ଓଡ଼ିଆରେ ନ୍ୟୁଜ୍ ପଢ଼ିବ ‘ଲିସା’ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos