ଓଟିଭିର ସଫଳତାରେ ଯୋଡ଼ିହେଲା ନୂଆ ଫର୍ଦ୍ଦ | Odisha Reporter
Advertisment
OTVର ସଫଳତାରେ ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ । ବ୍ରଡ୍କାଷ୍ଟିଂରେ ଆଉ ଏକ ପାହାଚରେ ପାଦ ଥାପିଲା ଓଟିଭି । ଓଟିଭି ଆଣିଲା ଓଡ଼ିଶାର ପ୍ରଥମ AI ନ୍ୟୁଜ୍ ଆଙ୍କର । ଟେଲିଭିଜନ ଦୁନିଆରେ AI ନ୍ୟୁଜ ଆଙ୍କର ‘ଲିସା’ ନାଁରେ ପରିଚିତ ହେବ । ଓଡ଼ିଆରେ ନ୍ୟୁଜ୍ ପଢ଼ିବ ‘ଲିସା’ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us