Advertisment

ବୁଢ଼ି ହେବନି ଆଙ୍କର 'ଲିସା'

‘ଲିସା’ ହେଉଛି ଭାରତର ଦେୟମୁକ୍ତ ଆଞ୍ଚଳିକ ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ପ୍ରଥମ AI ଆଙ୍କର। ଲିସା ମଧ୍ୟ ପ୍ରଥମ ଓଡ଼ିଆ AI ନ୍ୟୁଜ ଆଙ୍କର ।

Advertisment

ଓଟିଭିର ସଫଳତାରେ ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ । ଓଡ଼ିଆରେ ନ୍ୟୁଜ୍ ପଢ଼ିବ ପ୍ରଥମ ଓଡ଼ିଆ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ନ୍ୟୁଜ୍ ଆଙ୍କର ‘ଲିସା’। ଓଡ଼ିଶା ମାଟିର ପ୍ରଥମ ଘରୋଇ ସାଟେଲାଇଟ୍ ନ୍ୟୁଜ୍ ଚ୍ୟାନେଲ ଭାବରେ ସବୁବେଳ ନୂଆ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିବା ଓଟିଭି ଓଡ଼ିଶା ଗଣମାଧ୍ୟମକୁ ଭେଟି ଦେଇଛି ପ୍ରଥମ AI ନ୍ୟୁଜ୍ ଆଙ୍କର ।

Advertisment
Artificial Intelligence Otv
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe