ସରକାର ଚାହିଁଲେ ବି କ୍ଷତିପୂରଣ ଦେଇପାରିବେନି | Odisha Reporter
ଆପଣ ବିପନ୍ନଙ୍କ ଥରିଲା ଓଠର କଥା ଶୁଣିଥିବେ କିନ୍ତୁ ବନ୍ୟା ପାଣିରୁ ପାଠ ସାଉଁଟୁଥିବା ଜଣେ ଛାତ୍ରୀଙ୍କ କୋହଭରା କଥା ବୋଧେ ଶୁଣିନଥିବେ। କେମିତି ବା କାନ୍ଦିବେନି, ଇଏ କାହା ପାଇଁ ସାମାନ୍ୟ କାଗଜପତ୍ର ହୋଇପାରେ କିନ୍ତୁ ଏ କୁନି ପାଇଁ ଇଏ ହେଉଛି କୋଟି କୋଟି ଟଙ୍କାର ସମ୍ପତ୍ତି ଆଉ ବର୍ଷ ବର୍ଷର ପରିଶ୍ରମ। ରାତି ରାତି ଧରି କରିଥିବା କଠିନ ପରିଶ୍ରମ ସବୁ ବନ୍ୟାପାଣିରେ ଭାସିଗଲା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
