Advertisment

ସରକାର ଚାହିଁଲେ ବି କ୍ଷତିପୂରଣ ଦେଇପାରିବେନି

କୁନି ପାଇଁ ଇଏ ହେଉଛି କୋଟି କୋଟି ଟଙ୍କାର ସମ୍ପତ୍ତି ଆଉ ବର୍ଷ ବର୍ଷର ପରିଶ୍ରମ। ରାତି ରାତି ଧରି କରିଥିବା କଠିନ ପରିଶ୍ରମ ସବୁ ବନ୍ୟାପାଣିରେ ଭାସିଗଲା ।

Advertisment

ଆପଣ ବିପନ୍ନଙ୍କ ଥରିଲା ଓଠର କଥା ଶୁଣିଥିବେ କିନ୍ତୁ ବନ୍ୟା ପାଣିରୁ ପାଠ ସାଉଁଟୁଥିବା ଜଣେ ଛାତ୍ରୀଙ୍କ କୋହଭରା କଥା ବୋଧେ ଶୁଣିନଥିବେ। କେମିତି ବା କାନ୍ଦିବେନି, ଇଏ କାହା ପାଇଁ ସାମାନ୍ୟ କାଗଜପତ୍ର ହୋଇପାରେ କିନ୍ତୁ ଏ କୁନି ପାଇଁ ଇଏ ହେଉଛି କୋଟି କୋଟି ଟଙ୍କାର ସମ୍ପତ୍ତି ଆଉ ବର୍ଷ ବର୍ଷର ପରିଶ୍ରମ। ରାତି ରାତି ଧରି କରିଥିବା କଠିନ ପରିଶ୍ରମ ସବୁ ବନ୍ୟାପାଣିରେ ଭାସିଗଲା ।

Advertisment
Odisha Flood In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe