ଠିକାଦାର କେସ କରିଦେଲେ ରାସ୍ତାର ଅବସ୍ଥା ବେହାଲ | Odisha Reporter
ଠିକାଦାର କେସ କରିଦେଲେ, ରାସ୍ତାର ଅବସ୍ଥା ବେହାଲ
ଆଇନ ଜାଲରେ ରାସ୍ତା, ହିନସ୍ତା ହେଉଛନ୍ତି ଜନତା । ଏହି ରାସ୍ତାର ଅବସ୍ଥାକୁ ଦେଖନ୍ତୁ । ଆପଣଙ୍କୁ ମଧ୍ୟ ଲାଗୁଥିବ ଏଯାଏ କାହିଁକି ଏଠାରେ ଗମନାଗମନର ସୁବିଧା କରୁନାହାଁନ୍ତି ସରକାର । ହେଲେ ଏହାର ବାସ୍ତବ କଥା କିଛି ଭିନ୍ନ ।
ଠିକାଦାର କେସ କରିଦେଲେ ରାସ୍ତାର ଅବସ୍ଥା ବେହାଲ | Odisha Reporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
