ଆଇନ ଜାଲରେ ରାସ୍ତା, ହିନସ୍ତା ହେଉଛନ୍ତି ଜନତା । ଏହି ରାସ୍ତାର ଅବସ୍ଥାକୁ ଦେଖନ୍ତୁ । ଆପଣଙ୍କୁ ମଧ୍ୟ ଲାଗୁଥିବ ଏଯାଏ କାହିଁକି ଏଠାରେ ଗମନାଗମନର ସୁବିଧା କରୁନାହାଁନ୍ତି ସରକାର । ହେଲେ ଏହାର ବାସ୍ତବ କଥା କିଛି ଭିନ୍ନ । ଏହି ରାସ୍ତା ନିର୍ମାଣ ଚାଲିଥିବା ବେଳେ କାମ ନିମ୍ନମାନର ହୋଇଥିବା ଅଭିଯୋଗ ଆସିଥିଲା ।