ସାମ୍ବାଦିକଙ୍କୁ କ୍ବାର୍ଟର୍ସ: ପ୍ରେସ କାନଉସିଲ ନୋଟିସ୍ ! | Odisha Reporter
ସାମ୍ବାଦିକଙ୍କୁ କିଏ କ୍ୱାର୍ଟର୍ସ ଦେବା ଉଚିତ - ମାଲିକ ନା ସରକାର? ଏମିତି ଏକ ପ୍ରଶ୍ନ ସହ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ କାହିଁକି ୭୫ ଜଣ ସାମ୍ବାଦିକଙ୍କୁ ଖୁବ କମ ଭଡ଼ାରେ ଦୀର୍ଘ ବର୍ଷ ଧରି ସରକାରୀ କ୍ୱାର୍ଟର୍ସ ମିଳିଛି ସେ ନେଇ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ ବା ପିସିଆଇର ଦ୍ୱାରସ୍ଥ ହୋଇଛନ୍ତି ଜଣେ ନାଗରିକ। ଏ ନେଇ ପିସିଆଇ ତରଫରୁ ସଂପୃକ୍ତ ସାମ୍ବାଦିକମାନଙ୍କୁ କୈଫିୟତ ତଲବ କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
