Advertisment

ସାମ୍ବାଦିକଙ୍କୁ କ୍ୱାର୍ଟର୍ସ: ପ୍ରେସ କାନଉସିଲ ନୋଟିସ୍!

ସାମ୍ବାଦିକଙ୍କୁ କିଏ କ୍ୱାର୍ଟର୍ସ ଦେବା ଉଚିତ - ମାଲିକ ନା ସରକାର? ଏମିତି ଏକ ପ୍ରଶ୍ନ ସହ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ କାହିଁକି ୭୫ ଜଣ ସାମ୍ବାଦିକଙ୍କୁ ଖୁବ କମ ଭଡ଼ାରେ ଦୀର୍ଘ ବର୍ଷ ଧରି ସରକାରୀ କ୍ୱାର୍ଟର୍ସ ମିଳିଛି ସେ ନେଇ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ ବା ପିସିଆଇର ଦ୍ୱାରସ୍ଥ ହୋଇଛନ୍ତି ଜଣେ ନାଗରିକ। ଏ ନେଇ ପିସିଆଇ ତରଫରୁ ସଂପୃକ୍ତ ସାମ୍ବାଦିକମାନଙ୍କୁ କୈଫିୟତ ତଲବ କରାଯାଇଛି।

Odisha Media Odisha PCI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe