ପିହୁକୁ ଖୋଜି ଆଣି ପାରିବେ ତ ପାଣ୍ଡିଆନ ? | Odisha Reporter
ବିଶ୍ବାସ ଓ ଭରସାର ସବୁ ଦୁଆର ବନ୍ଦ ପରେ 5ଟି ସଚିବ ହିଁ ସାହା ଭରସା । ଭିକେ ପାଣ୍ଡିଆନଙ୍କୁ ଭେଟି ଗୁହାରି ଜଣାଇବେ ମରି ମରି ଜୀଇଁଥିବା ମାଆଟି। ଭେଟିବା ପାଇଁ ଅନୁମତି ମିଳିବ ନା ପ୍ରତିବନ୍ଧକ ସାଜିବେ ବଡ଼ ବଡ଼ିଆ ବାବୁ ? ଜଣେ ହତଭାଗିନୀ ମାଆର କଷ୍ଟ ଯନ୍ତ୍ରଣା ବୁଝିବେ ତ 5ଟି ସଚିବ ଭିକେ ପାଣ୍ଡିଆନ ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
