Advertisment

ପିହୁକୁ ଖୋଜି ଆଣି ପାରିବେ ତ ପାଣ୍ଡିଆନ ?

5ଟି ସଚିବଙ୍କୁ ଭେଟିବା ପାଇଁ ଅନୁମତି ମିଳିବ ନା ପ୍ରତିବନ୍ଧକ ସାଜିବେ ବଡ଼ ବଡ଼ିଆ ବାବୁ ? ଜଣେ ହତଭାଗିନୀ ମାଆର କଷ୍ଟ ଯନ୍ତ୍ରଣା ବୁଝିବେ ତ 5ଟି ସଚିବ ଭିକେ ପାଣ୍ଡିଆନ ?

Advertisment

ବିଶ୍ବାସ ଓ ଭରସାର ସବୁ ଦୁଆର ବନ୍ଦ ପରେ 5ଟି ସଚିବ ହିଁ ସାହା ଭରସା । ଭିକେ ପାଣ୍ଡିଆନଙ୍କୁ ଭେଟି ଗୁହାରି ଜଣାଇବେ ମରି ମରି ଜୀଇଁଥିବା ମାଆଟି। ଭେଟିବା ପାଇଁ ଅନୁମତି ମିଳିବ ନା ପ୍ରତିବନ୍ଧକ ସାଜିବେ ବଡ଼ ବଡ଼ିଆ ବାବୁ ? ଜଣେ ହତଭାଗିନୀ ମାଆର କଷ୍ଟ ଯନ୍ତ୍ରଣା ବୁଝିବେ ତ 5ଟି ସଚିବ ଭିକେ ପାଣ୍ଡିଆନ ?

Advertisment
Odisha Pihu Missing Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe