Advertisment

'ତମେ ଆମକଥା ବୁଝ, ଆମେ ତମକଥା ବୁଝିବୁ'

କେତେ ଦୌଡ଼ି ଦୌଡ଼ି ଆବାସ ତାଲିକାରେ ନାଁ ଆସିଥିଲା, ପଞ୍ଚାୟତ ଅଧିକାରୀ ଆବଶ୍ୟକ କାଗଜପତ୍ର ମଧ୍ୟ ନେଇଥିଲେ କିନ୍ତୁ ଏବେ ମହିଳାଙ୍କ ନାଁ ଆବାସ ତାଲିକାରେ ନାହିଁ।

Advertisment

ବାବୁ କହୁଛନ୍ତି 'ତମେ ଆମ କଥା ବୁଝିଲେ ଆମେ ତମ କଥା ଆମେ ବୁଝିବୁ' ଏ କଥାର ଅର୍ଥ କଣ ବୋଲି ପ୍ରଶ୍ନ କରୁଛନ୍ତି ମହିଳା ଜଣକ ? କେମିତି ମହିଳାମାନେ ତାଙ୍କ କଥା ବୁଝିବେ ଥରେ ଭଲକରି ବୁଝାଇ ଦିଅନ୍ତୁ, ଖାଲି ସେତିକି ନୁହେଁ ପଞ୍ଚାୟତର ଜଣେ କୁଜିନେତାଙ୍କ କଥା ନବୁଝିବାରୁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ମହିଳାଙ୍କର PM ଆବାସରେ ଆସିଥିବା ନା କାଟି ଦେଇଥିବା ସେ ଅଭିଯୋଗ କରିଛନ୍ତି।  କେତେ ଦୌଡ଼ି ଦୌଡ଼ି ଆବାସ ତାଲିକାରେ ନାଁ ଆସିଥିଲା, ପଞ୍ଚାୟତ ଅଧିକାରୀ ଆବଶ୍ୟକ କାଗଜପତ୍ର ମଧ୍ୟ ନେଇଥିଲେ କିନ୍ତୁ ଏବେ ତାଙ୍କ ନାଁ ଆବାସ ତାଲିକାରେ ନାହିଁ।  କେବଳ ରଶ୍ମିତା ନୁହନ୍ତି ଡ଼ିମିରିପାଳ ପଞ୍ଚାୟତରେ ଶତାଧିକ ଗରିବ ଲୋକଙ୍କର ଆବାସ ପାଇବାରୁ ବଞ୍ଚିତ ହୋଇଛନ୍ତି ।

Advertisment
Odisha PMAY Scam Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe