ପାର୍ଟି, ପ୍ରଚାର, ଚାନ୍ଦା, ଦୁର୍ନୀତି | Odisha Reporter
Advertisment
ନିର୍ବାଚନୀ ଚାନ୍ଦା କାହିଁକି? ଚାନ୍ଦା ବିନା ପାର୍ଟି ଚାଲିବ ନାହିଁ କି? ଚାନ୍ଦାଦାତା ଅଜ୍ଞାତ ରହିବାକୁ ଚାହାନ୍ତି କି? ଅଜ୍ଞାତ ଦାତାର ଉଦ୍ଦେଶ୍ୟ କ’ଣ? ଚାନ୍ଦା ଏକ ଅସ୍ତ୍ର କି? ଏହି ଅସ୍ତ୍ର ଦ୍ୱାରା ଗଣତନ୍ତ୍ରକୁ ଅକ୍ତିଆର କରୁଛନ୍ତି କି ବଡ଼ କମ୍ପାନୀ? ଏମିତି ଅନେକ ପ୍ରଶ୍ନ। ସୁପ୍ରିମ କୋର୍ଟ ଇଲେକ୍ଟୋରାଲ ବଣ୍ଡକୁ ଅସାମ୍ବିଧାନିକ ଘୋଷଣା କଲା ପରେ ଏହାର ବିକଳ୍ପ ଖୋଜିଲେଣି ପଲିଟିକାଲ ପାର୍ଟି। ଯେମିତି ହେଲେ ବି ସେମାନଙ୍କର ପାଣ୍ଠି ଦରକାର। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us