ସ୍ମାର୍ଟ ସିଟି ରାଙ୍କିଙ୍ଗ ନେଇ ସଂସଦରୁ ମିଳିଲା ଜିଏମଆଇଏସ୍ ତଥ୍ୟ। ଜିଏମଆଇଏସ୍- ଜିଓସ୍ପାଟିଆଲ୍ ମ୍ୟାନେଜମେଂଟ ଇନଫର୍ମେସନ୍ ସିଷ୍ଟମ୍। ସ୍ମାର୍ଟ ସିଟି ହେବାର ସମସ୍ତ ସମ୍ଭାବନା ଥିବାରୁ ୨୦୧୬ରେ ଭୁବନେଶ୍ବର ୧ ନମ୍ବର ସହର ହୋଇଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Special
ରାଗିଂର ହଟ୍ସ୍ପଟ୍ ବ୍ରହ୍ମପୁର ମେଡିକାଲ୍ କଲେଜ!
2022ରୁ 2024 ପର୍ଯ୍ୟନ୍ତ ତିନି ବର୍ଷର ତଥ୍ୟକୁ ଦେଖିଲେ, ବ୍ରହ୍ମପୁର ମେଡିକାଲ୍ କଲେଜରୁ 25ଟି ଅଭିଯୋଗ ଆସିଛି, ଯାହାକି ଦେଶରେ ଥିବା ଅନ୍ୟାନ୍ୟ ମେଡିକାଲ କଲେଜ ଭିତରେ ସବୁଠାରୁ ଅଧିକ ରହିଛି।

Special
ଦୁର୍ନୀତିରେ ଉବୁଟୁବୁ ‘ଅଳକା’!
ପରିଚାଳନା ପରିଷଦ ବୈଠକ ଜରିଆରେ ବହୁମତକୁ ଗୁରୁତ୍ୱ ନ ଦେଇ ସଭାପତି ବିଶ୍ୱଜିତ୍ ରାଉତ ଅନେକ ମନମୁଖୀ ନିଷ୍ପତ୍ତି ନେବା ଯୋଗୁଁ, ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦରମା ବଢ଼ିପାରୁନଥିବାବେଳେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଲକ୍ଷ ଲକ୍ଷ ଟଙ୍କା ଭଡ଼ା ନ ଦେଇ ଠକି ଚାଲିଛନ୍ତି।

Special
ବାଲେଶ୍ୱର ଏମ୍ସ ସ୍ୟାଟେଲାଇଟ ସେଣ୍ଟର ପୂରଣ କରିପାରିନି ଲୋକଙ୍କ ସ୍ୱପ୍ନ
ଅବ୍ୟବସ୍ଥା ଯୋଗୁ ଧୀରେ ଧୀରେ ରୋଗୀମାନେ ବାଲେଶ୍ୱର ଏମ୍ସ ସ୍ୟାଟେଲାଇଟ ସେଣ୍ଟରଠାରୁ ମୁହଁ ମୋଡ଼ି ଦେଲେଣି।

International
ମହଲ ଖାଲି କର, ଆମ ରାଜା ଆସୁଛନ୍ତି! ପୁଣି ଫେରିବ କି ହିନ୍ଦୁ ରାଜତନ୍ତ୍ର?
୨୦୦୬ ଯାଏ ନେପାଳରେ ହିନ୍ଦୁ ରାଜତନ୍ତ୍ର ଚାଲିଥିଲା। ଏହାର ଶାସନ ଭାର ରାଜା ଜ୍ଞାନେନ୍ଦ୍ରଙ୍କ ହାତରେ ରହିଥିଲା।

National
ନିଆଁ ଓ ବିଷ ଯେତେବେଳେ ହିନ୍ଦୀ ଯାତ୍ରାକୁ ତାମିଲନାଡୁରେ ଅଟକାଇଥିଲା
ହିନ୍ଦୀ ଭାଷା ବିରୋଧ କରି ୭୦ ଜଣଙ୍କ ଜୀବନ ଯାଇଥିବା ବେଳେ ହଜାର ହଜାର ଲୋକ ଜେଲ ଯାଇଥିଲେ। ଦିନକୁ ଦିନ ଆତ୍ମାହୁତି, ବିଷ ପାନ ଓ ହିଂସାତ୍ମକ ବିକ୍ଷୋଭ ରାଜ୍ୟକୁ ଦୋହଲାଇ ଦେଇଥିଲା। ସ୍ଥିତି ବିଗିଡ଼ିବାରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଘଟଣାରେ ହସ୍ତକ୍ଷେପ କରିଥିଲେ।