ସ୍ମାର୍ଟ ସିଟି ରାଙ୍କିଙ୍ଗ ନେଇ ସଂସଦରୁ ମିଳିଲା ଜିଏମଆଇଏସ୍ ତଥ୍ୟ। ଜିଏମଆଇଏସ୍- ଜିଓସ୍ପାଟିଆଲ୍ ମ୍ୟାନେଜମେଂଟ ଇନଫର୍ମେସନ୍ ସିଷ୍ଟମ୍। ସ୍ମାର୍ଟ ସିଟି ହେବାର ସମସ୍ତ ସମ୍ଭାବନା ଥିବାରୁ ୨୦୧୬ରେ ଭୁବନେଶ୍ବର ୧ ନମ୍ବର ସହର ହୋଇଥିଲା ।