Advertisment

ମନେ ରହିବ କଟକର ଜରି ପାଲ

ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମର ଜରିପାଲ ଛାତ ତଳେ ଅଭିଭାଷଣ ରଖିଲେ ଦେଶର ସର୍ବୋଚ୍ଚ ନାଗରିକ। କେବଳ ରାଷ୍ଟ୍ରପତି ନୁହଁନ୍ତି, ରାଜ୍ୟପାଳ, ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ବହୁ ଭିଭିଆଇପି ନିଜର ଅଭିଭାଷଣ ଜରିପାଲ ତଳେ ରଖିଥିଲେ। ଏହାକୁ ନେଇ ବର୍ଷିଛନ୍ତି ହାଇକୋର୍ଟର ଆଇନଜୀବୀ।

author-image
Manoj Swain

ଅନ୍ତର୍ଜାତୀୟ ମାନ୍ୟତା ପ୍ରାପ୍ତ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମର ଛାତ ଉପର ପଡ଼ିଛି ଜରିପାଲ। ଚାରିଆଡ଼େ ଘେରାଇ ଦିଆଯାଇଛି ଅସ୍ଥାୟୀ ଭାବେ। ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମର ଜରିପାଲ ଛାତ ତଳେ ଅଭିଭାଷଣ ରଖିଲେ ଦେଶର ସର୍ବୋଚ୍ଚ ନାଗରିକ। କେବଳ ରାଷ୍ଟ୍ରପତି ନୁହଁନ୍ତି, ରାଜ୍ୟପାଳ, ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ବହୁ ଭିଭିଆଇପି ନିଜର ଅଭିଭାଷଣ ରଖିଥିଲେ। ଏହାକୁ ନେଇ ବର୍ଷିଛନ୍ତି ହାଇକୋର୍ଟର ଆଇନଜୀବୀ।

Advertisment
Odisha President Of India Droupadi Murmu