ଶ୍ୱଶୁର ଦେଲେ କି 90 ଲକ୍ଷର ହୀରାହାର ?| Odisha Reporter
Advertisment
ବାହା ହେଲେ ଆତ୍ମଘୋଷିତ ବାବା ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ପାଳିତ ପୁଅ ସତ୍ୟମ ରାଉଳ। ବିବାହ ଉତ୍ସବରେ ସାମିଲ ହେଲେ ନାହିଁ ସାରଥୀ । ପାରାଦୀପରେ ଧୁମଧାମରେ ପାଳିତ ହେଲା ବାହାଘର । ତେବେ ବାହାଘରରେ ୯୦ ଲକ୍ଷ ଟଙ୍କାର ଏକ ହୀରା ହାର ଉପହାରକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us