ସରକାରଙ୍କୁ ନର୍ସ ଯୋଗାଉଛି ସିକ୍ୟୁରିଟି ଏଜେନସି | Odisha Reporter
ସିକ୍ୟୁରିଟି ଏଜେନସି ବି ଠିକାରେ ଯୋଗାଉଛନ୍ତି ନର୍ସ, ରେଡିଓଗ୍ରାଫର। ଆଉଟସୋର୍ସିଂ ଏଜେନସି ନାଁରେ ଯୋଗାଉଛନ୍ତି କୁଶଳୀ କର୍ମଚାରୀ। ସରକାରୀ ନିଯୁକ୍ତିର ଗଳାବାଟ ପାଲଟିଛି ‘ଆଉଟସୋର୍ସିଂ ଏଜେନସି’। ହେଉଛି କି ଆଉଟସୋର୍ସିଂ ଗାଇଡଲାଇନର ଅପବ୍ୟବହାର?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
