ସିକ୍ୟୁରିଟି ଏଜେନସି ବି ଠିକାରେ ଯୋଗାଉଛନ୍ତି ନର୍ସ, ରେଡିଓଗ୍ରାଫର। ଆଉଟସୋର୍ସିଂ ଏଜେନସି ନାଁରେ ଯୋଗାଉଛନ୍ତି କୁଶଳୀ କର୍ମଚାରୀ। ସରକାରୀ ନିଯୁକ୍ତିର ଗଳାବାଟ ପାଲଟିଛି ‘ଆଉଟସୋର୍ସିଂ ଏଜେନସି’। ହେଉଛି କି ଆଉଟସୋର୍ସିଂ ଗାଇଡଲାଇନର ଅପବ୍ୟବହାର?