ଗୋଟିଏ ସୂର୍ଯ୍ୟ ଉଦୟ - ଗୋଟିଏ ସୂର୍ଯ୍ୟ ଅସ୍ତ

ଗୋଟିଏ ସୂର୍ଯ୍ୟ ଉଦୟ - ଗୋଟିଏ ସୂର୍ଯ୍ୟ ଅସ୍ତ । ଗୋଟିଏ ଦିନ । ଦୁଇଟି ମୂହୂର୍ତ୍ତ । ଗୋଟିଏ ସୂର୍ଯ୍ୟର ଉଦୟ । ଆଉ ଗୋଟିଏ ସୂର୍ଯ୍ୟ ଅସ୍ତ । ୨ ଅଗଷ୍ଟ ଶନିବାର ୨୦୨୩ ମସିହା । ସୂର୍ଯ୍ୟ ଅଭିମୁଖେ ଇସ୍ରୋ କରେ ଯାତ୍ରା । ଦିନ ୧୧. ୫୦ ରେ ଖୁସିରେ ବିଭୋର ଭାରତ । ଆଉ ଗୋଟିଏ ମୂହୂର୍ତ୍ତ ଶନିବାର ସଂଧ୍ୟା ୭.୩୧ । ଅସ୍ତ ହୋଇଯାଆନ୍ତି ଓଡ଼ିଶାର ସୂର୍ଯ୍ୟ ।

Manoj Swain
  • Published: Sunday, 03 September 2023
  • Updated: 03 September 2023, 05:37 PM IST

Sports

Latest News

ଗୋଟିଏ ସୂର୍ଯ୍ୟ ଉଦୟ - ଗୋଟିଏ ସୂର୍ଯ୍ୟ ଅସ୍ତ । ଗୋଟିଏ ଦିନ । ଦୁଇଟି ମୂହୂର୍ତ୍ତ । ଗୋଟିଏ ସୂର୍ଯ୍ୟର ଉଦୟ । ଆଉ ଗୋଟିଏ ସୂର୍ଯ୍ୟ ଅସ୍ତ । ୨ ଅଗଷ୍ଟ ଶନିବାର ୨୦୨୩ ମସିହା । ସୂର୍ଯ୍ୟ ଅଭିମୁଖେ ଇସ୍ରୋ କରେ ଯାତ୍ରା । ଦିନ ୧୧. ୫୦ ରେ ଖୁସିରେ ବିଭୋର ଭାରତ । ଆଉ ଗୋଟିଏ ମୂହୂର୍ତ୍ତ ଶନିବାର ସଂଧ୍ୟା ୭.୩୧ । ଅସ୍ତ ହୋଇଯାଆନ୍ତି ଓଡ଼ିଶାର ସୂର୍ଯ୍ୟ । ଅବିଳମ୍ବେ ନଜଣାଇ-ନକହି ଚିର ନିଦ୍ରାରେ ଶୋଇଯାଆନ୍ତି ଗଞ୍ଜାମର ଆନ୍ନା । ଗୋଟିଏ ସୂର୍ଯ୍ୟର ଉଦୟ ଆଉ ଗୋଟିଏ ସୂର୍ଯ୍ୟର ଅସ୍ତ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos