ଗୋଟିଏ ସୂର୍ଯ୍ୟ ଉଦୟ - ଗୋଟିଏ ସୂର୍ଯ୍ୟ ଅସ୍ତ | Odisha Reporter
Advertisment
ଗୋଟିଏ ସୂର୍ଯ୍ୟ ଉଦୟ - ଗୋଟିଏ ସୂର୍ଯ୍ୟ ଅସ୍ତ । ଗୋଟିଏ ଦିନ । ଦୁଇଟି ମୂହୂର୍ତ୍ତ । ଗୋଟିଏ ସୂର୍ଯ୍ୟର ଉଦୟ । ଆଉ ଗୋଟିଏ ସୂର୍ଯ୍ୟ ଅସ୍ତ । ୨ ଅଗଷ୍ଟ ଶନିବାର ୨୦୨୩ ମସିହା । ସୂର୍ଯ୍ୟ ଅଭିମୁଖେ ଇସ୍ରୋ କରେ ଯାତ୍ରା । ଦିନ ୧୧. ୫୦ ରେ ଖୁସିରେ ବିଭୋର ଭାରତ । ଆଉ ଗୋଟିଏ ମୂହୂର୍ତ୍ତ ଶନିବାର ସଂଧ୍ୟା ୭.୩୧ । ଅସ୍ତ ହୋଇଯାଆନ୍ତି ଓଡ଼ିଶାର ସୂର୍ଯ୍ୟ । ଅବିଳମ୍ବେ ନଜଣାଇ-ନକହି ଚିର ନିଦ୍ରାରେ ଶୋଇଯାଆନ୍ତି ଗଞ୍ଜାମର ଆନ୍ନା । ଗୋଟିଏ ସୂର୍ଯ୍ୟର ଉଦୟ ଆଉ ଗୋଟିଏ ସୂର୍ଯ୍ୟର ଅସ୍ତ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us