ଶାଶୁ ଭାବିନି, ମାଆ ଭାବେ ସ୍ନେହ କରେ.. | Odisha Reporter
ବଲାଙ୍ଗୀରରେ ଘଟିଥିବା ପାରିବାରିକ କଳହକୁ ନେଇ ଶାଶୂଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ବୋହୂ । କହିଲେ, 'କେବେ ବି ମାଆଙ୍କ ସହ କିଛି ଘଟିନାହିଁ । ଲଭ ମ୍ୟାରେଜ କରିଥିଲି, ମାଆକୁ ଛାଡି ଆସିବା ପରେ ଶାଶୂଙ୍କୁ ମାଆ ଭାବେ ଗ୍ରହଣ କରିଥିଲି । ତାଙ୍କର ପ୍ରତ୍ୟେକଟି ସେବା କରିଥିଲି । ମାଆ ଶାନ୍ତିରେ ରହିଲେ, ଆମେ ଆଶୀର୍ବାଦ ପାଇବୁ । କାହିଁକି ହଠାତ୍ ଏମିତି କହୁଛନ୍ତି, ମୁଁ ଜାଣିନାହିଁ ।'
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
