Advertisment

କାହା ଗାଲରେ ବାଜିଲା କୁନି ଝିଅର ଶକ୍ତ ଚାପୁଡ଼ା

ମଞ୍ଚକୁ ଆସିଥିଲେ କୋରାପୁଟ ସରସ୍ଵତୀ ଶିଶୁ ମନ୍ଦିର ୪ ବର୍ଷର ଶିଶୁ ବାଟୀକାରେ ପଢ଼ୁଥିବା ସୋନାଲି ଦାଶ । ମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥିଙ୍କ ଆଗରେ ଖୋଲିଥିଲେ ପ୍ରଶାସନର ପୋଲ୍‌। ସଂଳାପରେ ସେ କହିଥିଲେ “ଦଶମନ୍ତପୁର ପଦୁଗୁଡ଼ା ଗାଁରୁ ଆସିଛି। ଗାଁକେ ଯିବା କେ ରାସ୍ତା ନାଏଁ। ଆମ ଗାଁ କେ କୂଆ ନାଇଁ, ଟ୍ୟୁବୱେଲ୍‌ ନାଇଁ। ଆମେ ଚୁଆରୁ ପାଣି ଆଣି ପିଉଛୁ ବାବୁ। ଆମେ ବେଶୀ କଷ୍ଟରେ ଅଛୁ ବାବୁ।

ଅଦ୍ୟତନ ହୋଇଛି
Advertisment

ଅତି ଚମତ୍କାର ଢ଼ଙ୍ଗରେ ନିଜ ଅଞ୍ଚଳର ସମସ୍ୟା ବଖାଣିଲେ କୁନି ଝିଅ । ପୁରା ଅଞ୍ଚଳର ସମସ୍ୟା ଧରି ମଞ୍ଚରେ ନାଟକୀୟ ଢ଼ଙ୍ଗରେ ବିନା ଭୟରେ କହି ଚାଲିଲେ । ଆଉ କୁନି ଝିଅର କଥା ଶୁଣି ଜିଲ୍ଲାପାଳ ଓ ମନ୍ତ୍ରୀ ସତ ସତିକା ହସିଲେ ନା ମିଛ ମିଛିକା ହସିଲେ ? ମଞ୍ଚକୁ ଆସିଥିଲେ କୋରାପୁଟ ସରସ୍ଵତୀ ଶିଶୁ ମନ୍ଦିର ୪ ବର୍ଷର ଶିଶୁ ବାଟୀକାରେ ପଢ଼ୁଥିବା ସୋନାଲି ଦାଶ । ମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥିଙ୍କ ଆଗରେ ଖୋଲିଥିଲେ ପ୍ରଶାସନର ପୋଲ୍‌। ସଂଳାପରେ ସେ କହିଥିଲେ “ଦଶମନ୍ତପୁର ପଦୁଗୁଡ଼ା ଗାଁରୁ ଆସିଛି। ଗାଁକେ ଯିବା କେ ରାସ୍ତା ନାଏଁ। ଆମ ଗାଁ କେ କୂଆ ନାଇଁ, ଟ୍ୟୁବୱେଲ୍‌ ନାଇଁ। ଆମେ ଚୁଆରୁ ପାଣି ଆଣି ପିଉଛୁ ବାବୁ। ଆମେ ବେଶୀ କଷ୍ଟରେ ଅଛୁ ବାବୁ।

Advertisment
Odisha Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe