ଆମକୁ ଦିଆଯାଉ 3000 ଟଙ୍କା ଭତ୍ତା। ଏଥର ସରକାର ନମାନିଲେ କରିବୁ ଭୋଟ୍ ବର୍ଜନ। କାନ୍ଦି କାନ୍ଦି ଦୁଃଖ ବଖାଣିଲେ ହିତାଧିକାରୀ। ସେମାନେ ଆହୁରି କହିଛନ୍ତି ଯେ, ନିର୍ବାଚନ ବେଳେ ନେତା, ମନ୍ତ୍ରୀ ଆସୁଛନ୍ତି। ହେଲେ ନିର୍ବାଚନ ସରିଗଲେ ଆମ କଥା କେହି ବୁଝନ୍ତି ନାହିଁ। ପ୍ରତିଶ୍ରୁତି ଦେଇ ପ୍ରତାରଣା କରନ୍ତି ସରକାର। ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଭଳି ରାଜ୍ୟରେ ସାମାଜିକ ସୁରକ୍ଷା ଭତ୍ତା 3 ହଜାର ଟଙ୍କା ମିଳୁଥିବାବେଳେ ଓଡ଼ିଶାରେ ଏହା 500ରୁ 900 ଟଙ୍କା ଭିତରେ ରହୁଛି। ହେଲେ କାହିଁକି ଓଡ଼ିଶାର ଏମିତି ସ୍ଥିତି ? ଗ୍ରାଉଣ୍ଡ ଜିରୋର ବାସ୍ତବ ଚିତ୍ର ଦେଖନ୍ତୁ, ଓଡିଶା ରିପୋର୍ଟରର ସୋସିଆଲ ଡିବେଟ୍ ‘ଭତ୍ତାରେ ଓଡ଼ିଶା କାହିଁକି ତଳେ ‘?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।
Interview
କାହିଁକି ବାବାଙ୍କୁ ଛୁଇଁ ପାରିନି ରୋଗ?
ବାବା ଶିବାନନ୍ଦଙ୍କୁ ଦେଖି ଚମକି ପଡ଼ିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
Special
ଅମଳ ବେଳେ ଉତ୍ପାତ କରୁଛନ୍ତି ବାର୍ହା, ହାତୀ; ଚିନ୍ତାରେ କନ୍ଦମୂଳ ଚାଷୀ
ଢେଙ୍କାନାଳ କନ୍ଦମୂଳ ସ୍ୱାଦ ଓ ଚାହିଦା ମଧ୍ୟ ଭଲ ରହିଛି। ଏଠାରୁ ଅମଳ ହେଉଥିବା କନ୍ଦମୂଳ ଶ୍ରୀକ୍ଷେତ୍ର ଯାଉଛି। କୁହାଯାଉଛି ମହାପ୍ରଭୁଙ୍କ ମହାପ୍ରସାଦରେ ଢେଙ୍କାନାଳ କନ୍ଦମୂଳ ଲାଗି ହେଉଛି।
Special
୧୯୭୧ ଯୁଦ୍ଧରେ ଧୂଳି ଚାଟିଥିଲା ପାକିସ୍ତାନ; ଅନୁଭୂତି ବଖାଣିଲେ ଓଡ଼ିଆ ନୌବୀର
ଡିସେମ୍ବର ୪ ତାରିଖ ରାତିରେ ଧୂଳିସାତ୍ ହୋଇଥିଲା କରାଚୀ ବନ୍ଦର। ଶତ୍ରୁ ଛାତିରେ ତାଣ୍ଡବ ରଚିଥିଲା ଭାରତୀୟ ନୌସେନା। ନିଜ ଅନୁଭୂତି ବଖାଣିଲେ 'ଅପରେସନ୍ ଟ୍ରାଇଡେଣ୍ଟ'ରେ ସାମିଲ ଓଡ଼ିଆ ନୌବୀର।
Special
ମୋତେ ଭାତ ମୁଠାଏ ଦରକାର... ପୁଅ-ବୋହୂ କହିଲେ, ଜରାଶ୍ରମରେ କାହିଁକି ରହିବନି?
୫ ବର୍ଷ ତଳେ ହଠାତ୍ ଶୁକଦେବଙ୍କ ଜୀବନର ଗତିପଥ ବଦଳିଥିଲା। ଅଭିଯୋଗ ଅନୁସାରେ ଘର ତିଆରି ବାହାନାରେ ଜାଗା ହଡ୍ପ ପାଇଁ ରେବତୀଙ୍କୁ ପାଖକୁ ନେବାକୁ ପୁଅବୋହୂ ଥୋପ ପକାଇଥିଲେ। ଆଉ ଖେଳିଥିଲେ ମମତା କାର୍ଡ।