Advertisment

ଭତ୍ତାରେ ଓଡ଼ିଶା କାହିଁକି ତଳେ ?

ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଭଳି ରାଜ୍ୟରେ ସାମାଜିକ ସୁରକ୍ଷା ଭତ୍ତା 3 ହଜାର ଟଙ୍କା ମିଳୁଥିବାବେଳେ ଓଡ଼ିଶାରେ କାହିଁକି ଏତେ କମ୍‌ ରହିଛି ?

Advertisment

ଆମକୁ ଦିଆଯାଉ 3000 ଟଙ୍କା ଭତ୍ତା। ଏଥର ସରକାର ନମାନିଲେ କରିବୁ ଭୋଟ୍ ବର୍ଜନ। କାନ୍ଦି କାନ୍ଦି ଦୁଃଖ ବଖାଣିଲେ ହିତାଧିକାରୀ। ସେମାନେ ଆହୁରି କହିଛନ୍ତି ଯେ, ନିର୍ବାଚନ ବେଳେ ନେତା, ମନ୍ତ୍ରୀ ଆସୁଛନ୍ତି। ହେଲେ ନିର୍ବାଚନ ସରିଗଲେ ଆମ କଥା କେହି ବୁଝନ୍ତି ନାହିଁ। ପ୍ରତିଶ୍ରୁତି ଦେଇ ପ୍ରତାରଣା କରନ୍ତି ସରକାର। ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଭଳି ରାଜ୍ୟରେ ସାମାଜିକ ସୁରକ୍ଷା ଭତ୍ତା 3 ହଜାର ଟଙ୍କା ମିଳୁଥିବାବେଳେ ଓଡ଼ିଶାରେ ଏହା 500ରୁ 900 ଟଙ୍କା ଭିତରେ ରହୁଛି। ହେଲେ କାହିଁକି ଓଡ଼ିଶାର ଏମିତି ସ୍ଥିତି ? ଗ୍ରାଉଣ୍ଡ ଜିରୋର ବାସ୍ତବ ଚିତ୍ର ଦେଖନ୍ତୁ, ଓଡିଶା ରିପୋର୍ଟରର ସୋସିଆଲ ଡିବେଟ୍ ‘ଭତ୍ତାରେ ଓଡ଼ିଶା କାହିଁକି ତଳେ ‘?

Advertisment
Social Debate Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe