Advertisment

ମୋତେ ମୋ ପୁଅଠୁ ମୁକ୍ତି ଦିଅନ୍ତୁ !

ଥାନା ପରିସରରେ ବସି କଇଁ କଇଁ କାନ୍ଦୁଛି ମାଆ । ପୁଅ ଓ ବୋହୂର ନିଯ୍ୟାର୍ତନା ସହିନପାରି ପୁଲିସର ଆଶ୍ରୟ ନେଇଛନ୍ତି ମାଆ।

Advertisment

ଗୋଟିଏ ପଟେ ପୁଅ ହାତରୁ ମାଡ଼ ଖାଇ ମା' ଆହତ ହୋଇଥିବାର ବିକଳ ଚିତ୍ର, ଅନ୍ୟପଟେ ପୁଅବୋହୂଙ୍କ ମଉଜ ମଜଲିସର ଚିତ୍ର, ଏ ଦୃଶ୍ୟ ଦେଖିବା ଲୋକଙ୍କୁ ବି ବିଚଳିତ କରିଦେବ। ସତରେ କଣ ଏଇ ମହିଳା ଜଣକ ପୁଅ ଜନ୍ମ କରିଥିଲେ ଏଇ ଦିନ ଦେଖିବା ପାଇଁ, ଥାନା ପରିସରରେ ବସି କଇଁ କଇଁ କାନ୍ଦୁଛି ମାଆ, ପୁଅ, ବୋହୂର ନିଯ୍ୟାର୍ତନା ସହିନପାରି ପୁଲିସର ଆଶ୍ରୟ ନେଇଛି। ଗଣମାଧ୍ୟମ ଆଗରେ କଇଁ କଇଁ କାନ୍ଦି ନିଜ ଗର୍ଭକୁ ଅଭିଶପ୍ତ କହୁଛି ମାଆ ।

Advertisment
Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe