ସବୁ କରିବ… ପୁଅ ଜନ୍ମ କରିବନି ! | Odisha Reporter
ପୁଅମାନଙ୍କୁ ଭୟ ଲାଗୁଛି ! ମାଆଙ୍କୁ ଦେଖିବାକୁ ଗଲେ କାଳେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ କି ? ଆଉ ବୋହୂମାନଙ୍କୁ ବି ଘାରିଛି ଭୟ। ଶାଶୂଙ୍କୁ ଦେଖିବା ପାଇଁ ଗଲେ, କାଳେ ତାଙ୍କର ଅପରିଷ୍କାର ଲୁଗାପଟା ଧୋଇବାକୁ ପଡ଼ିବ କି ? ତିନି ତିନୋଟି ପିଲାଙ୍କୁ ଜନ୍ମ ଦେଇ ମାଆ ଆଜି ଯେଉଁ ଯନ୍ତ୍ରଣା ଭୋଗ କରୁଛି, ଦୁନିଆରେ କୌଣସି ମାଆ ଏମିତି କଷ୍ଟ ନ ପାଆନ୍ତୁ। କିଏ ଦେଲେ ଖାଉଛି , ନଦେଲେ ବୁଢ଼ୀ ମାଆଟି ଉପରକୁ ଚାହଁ ରହୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
