ସବୁ କରିବ, ପୁଅ ଜନ୍ମ କରିବନି !

  • Published: Sunday, 16 July 2023
  • , Updated: 16 July 2023, 12:22 PM IST

ପୁଅମାନଙ୍କୁ ଭୟ ଲାଗୁଛି ! ମାଆଙ୍କୁ ଦେଖିବାକୁ ଗଲେ କାଳେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ କି ? ଆଉ ବୋହୂମାନଙ୍କୁ ବି ଘାରିଛି ଭୟ। ଶାଶୂଙ୍କୁ ଦେଖିବା ପାଇଁ ଗଲେ, କାଳେ ତାଙ୍କର ଅପରିଷ୍କାର ଲୁଗାପଟା ଧୋଇବାକୁ ପଡ଼ିବ କି ? ତିନି ତିନୋଟି ପିଲାଙ୍କୁ ଜନ୍ମ ଦେଇ ମାଆ ଆଜି ଯେଉଁ ଯନ୍ତ୍ରଣା ଭୋଗ କରୁଛି, ଦୁନିଆରେ କୌଣସି ମାଆ ଏମିତି କଷ୍ଟ ନ ପାଆନ୍ତୁ। କିଏ ଦେଲେ ଖାଉଛି , ନଦେଲେ ବୁଢ଼ୀ ମାଆଟି ଉପରକୁ ଚାହଁ ରହୁଛି।

Related story