Advertisment

ଭରା ନଈରେ ଭବିଷ୍ୟତ ଇଏ ଆମରି ଓଡ଼ିଶା ?

ଅଥଳ ଜଳ ଭିତରେ ସ୍ରୋତ କାଟି ଆଗକୁ କିଏ ଜଣେ ବଢୁଛି। ଯେତିକି ଜଣା ପଡ଼ୁଛି ଏ ଜଣେ ବାଳକ, ବୟସ ୧୦ ରୁ ୧୨ ବର୍ଷ ହେବ। ଆଗରେ ମୃତ୍ୟୁ ଅଛି ନା ଜୀବନ ସେ ଜାଣିନି । କିନ୍ତୁ ବିନା ନାଆରେ ଭବିଷ୍ୟତର ଭରା ନଈ ସେ ପାର ହେଉଛି।

author-image
Manoj Swain

ଅଥଳ ଜଳ ଭିତରେ ସ୍ରୋତ କାଟି ଆଗକୁ କିଏ ଜଣେ ବଢୁଛି। ଯେତିକି ଜଣା ପଡ଼ୁଛି ଏ ଜଣେ ବାଳକ, ବୟସ ୧୦ ରୁ ୧୨ ବର୍ଷ ହେବ। ଆଗରେ ମୃତ୍ୟୁ ଅଛି ନା ଜୀବନ ସେ ଜାଣିନି । କିନ୍ତୁ ବିନା ନାଆରେ ଭବିଷ୍ୟତର ଭରା ନଈ ସେ ପାର ହେଉଛି।

Advertisment
Odisha Gajapati District