ଅଥଳ ଜଳ ଭିତରେ ସ୍ରୋତ କାଟି ଆଗକୁ କିଏ ଜଣେ ବଢୁଛି। ଯେତିକି ଜଣା ପଡ଼ୁଛି ଏ ଜଣେ ବାଳକ, ବୟସ ୧୦ ରୁ ୧୨ ବର୍ଷ ହେବ। ଆଗରେ ମୃତ୍ୟୁ ଅଛି ନା ଜୀବନ ସେ ଜାଣିନି । କିନ୍ତୁ ବିନା ନାଆରେ ଭବିଷ୍ୟତର ଭରା ନଈ ସେ ପାର ହେଉଛି।