ଅପେକ୍ଷା କରିଥିଲେ ପ୍ରେମିକା! ଜେଲ୍‌ରୁ ଆସି ବାହାହେଲେ

ପରିବାର ଲୋକଙ୍କ ବାରଣ ଯୋଗୁ ପୂର୍ଣ୍ଣିମାଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଲେ ଶୁକଦେବ। ପୂର୍ଣ୍ଣିମା ଫୋନ୍‌ କଲେ ସେ ଉଠାଉନଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ପୂର୍ଣ୍ଣିମା।

Baripada PhotoOR

ବିବାହ ବେଦୀରେ ପୂର୍ଣ୍ଣିମା ଓ ଶୁକଦେବ

Manoranjan Sial
  • Published: Saturday, 23 November 2024
  • Updated: 23 November 2024, 04:43 PM IST

Sports

Latest News

ଅପେକ୍ଷା କରିଥିଲେ ପ୍ରେମିକା। ଜେଲ୍‌ରୁ ଆସି ବାହା ହେଲେ ପ୍ରେମିକ। ବୈଦିକ ରୀତିନୀତିରେ ଭୈରବୀ ମନ୍ଦିରରେ ପଡ଼ିଲା ହାତଗଣ୍ଠି। ଆଉ ପ୍ରେମିକ-ପ୍ରେମିକାରୁ ପତିପତ୍ନୀ ହୋଇଗଲେ ପୂର୍ଣ୍ଣିମା ଓ ଶୁକଦେବ। ବାହାଘର ପରେ ଉଭୟ ବେଶ୍‌ ଖୁସି ଅଛନ୍ତି। ବାରିପଦାରେ ଘଟିଛି ଏପରି ନିଆରା ଢଙ୍ଗର ବିବାହ।

ବାରିପଦା ଟାଉନ୍‌ରେ ପୂର୍ଣ୍ଣିମା ମହାକୁଡ଼ ଘର। ବାପା-ମାଆଙ୍କ ମୃତ୍ୟୁ ପରେ ମାମୁ ଘରେ ରହୁଥିଲେ। ପେଟ ଚାଖଣ୍ଡକ ପାଇଁ ସେ ଏକ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଶୁକଦେବ ଗିରିଙ୍କ ପ୍ରେମରେ ପଡ଼ିଥିଲେ ପୂର୍ଣ୍ଣିମା। ବିବାହ କରିବା ପାଇଁ କେତେ ସପନ ଦେଖୁଥିଲେ। ହେଲେ ଏଥିରେ ପ୍ରତିବନ୍ଧକ ସାଜିଥିଲା ଶୁକଦେବଙ୍କ ପରିବାର। ଗରିବ ଓ ଅସହାୟ ଝିଅ ବୋଲି ଭାବି ବିବାହ କରିବା ପାଇଁ ରାଜି ହୋଇନଥିଲେ। ଯେଉଁଥିପାଇଁ ପୂର୍ଣ୍ଣିମାଙ୍କଠାରୁ ଶୁକଦେବ ଦୂରେଇ ଯାଇଥିଲେ।

Also Read

ପରିବାର ଲୋକଙ୍କ ବାରଣ ଯୋଗୁ ପୂର୍ଣ୍ଣିମାଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଲେ ଶୁକଦେବ। ପୂର୍ଣ୍ଣିମା ଫୋନ୍‌ କଲେ ସେ ଉଠାଉନଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ପୂର୍ଣ୍ଣିମା। ସ୍ଥିତି ଅଣାୟତ୍ତ ହେବାକୁ କଥା ଥାନାକୁ ଯାଇଥିଲା। ସେତେବେଳେ ପୂର୍ଣ୍ଣିମା ନାବାଳିକା ଥିବାରୁ ପକ୍ସୋ ଆକ୍ଟରେ ଶୁକଦେବଙ୍କୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପ୍ରାୟ ୩ରୁ ୪ ମାସ ଜେଲ୍‌ରେ ରହିଥିଲେ ଶୁକଦେବ।

ଜେଲରେ ରହଣୀ ସମୟରେ ନିଜ ଭୁଲ୍‌ର ପ୍ରଶ୍ଚାତାପ କରିଥିଲେ ଶୁକଦେବ। ଯେଉଁ ଭୁଲ କରିଥିଲେ, ତାକୁ ସୁଧାରିବାକୁ ସେ ଚାହିଁଥିଲେ। ନିଜ ପ୍ରେମିକା ପୂର୍ଣ୍ଣିମାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏହାରି ଭିତରେ ନାବାଳିକାରୁ ସାବାଳିକା ହୋଇଯାଇଥିଲେ ପୂର୍ଣ୍ଣିମା। ଆଉ ନିଜ ପ୍ରେମିକଙ୍କ ସବୁ ଭୁଲ୍‌କୁ କ୍ଷମା କରିଥିଲେ। ଆଉ ବିବାହ କରିବା ପାଇଁ ରାଜି ହୋଇଥିଲେ। ତା’ପରେ ବାହାଘରକୁ ନେଇ ଦୁଇ ପରିବାର ଲୋକଙ୍କ ମଧ୍ୟରେ କଥାବାର୍ତ୍ତା ଆଗେଇ ଥିଲା।

ଦୁଇ ପକ୍ଷ ବିବାହ ପାଇଁ ରାଜି ହୋଇଥିବାରୁ ମାମଲାକୁ ଆଉ ଆଗକୁ ନେଲେ ନାହିଁ। ଲିଖିତ ରାଜିନାମା ଅନୁସାରେ କୋର୍ଟ ଶୁକଦେବଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିଲେ। ଶୁକ୍ରବାର ସନ୍ଧ୍ୟା ବେଳେ ଜେଲ୍‌ରୁ ବାହାରିଲେ ଶୁକଦେବ। ଜେଲରୁ ବାହାରିବା ପରେ ସେ ସିଧା ଯାଇଥିଲେ ଭୈରବୀ ମନ୍ଦିର। ସେଠାରେ ତାଙ୍କୁ ଅପେକ୍ଷା କରିଥିଲେ ତାଙ୍କ ସାତ ଜନମର ସାଥୀ ପୂର୍ଣ୍ଣମୀର ଚାନ୍ଦ ପୂର୍ଣ୍ଣିମା।

ପରିବାର ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ବଧୂ ବେଶରେ ବେଦୀରେ ବସିଥିଲେ ପୂର୍ଣ୍ଣିମା। ଶୁକଦେବ ପହଞ୍ଚିବା ପରେ ଆରମ୍ଭ ହୋଇଥିବା ବାହାଘର। ପୂର୍ଣ୍ଣିମାଙ୍କ ସିନ୍ଥିରେ ସିନ୍ଦୂର ଦେଇ ପତ୍ନୀ ରୂପେ ଗ୍ରହଣ କଲେ ଶୁକଦେବ। ଦୁଇ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି। ବାହାଘର ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ବେଶ ଖୁସି ଅଛନ୍ତି। ବାପ ଘର ଧୂଳି ଖେଳ ଛାଡ଼ି ବଧୂ ବେଶରେ ଶାଶୁ ଘରକୁ ଯାଇଛନ୍ତି ପୂର୍ଣ୍ଣିମା।

ରିପୋର୍ଟ-ବାରିପଦାରୁ ମାନିକଲାଲ ପାଣି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story