କେତେ ଆଶା ନେଇ ନେଦଲ୍ୟାଣ୍ଡସ୍‌ରୁ ଶ୍ରୀକ୍ଷେତ୍ର ଆସିଥିଲେ; ହେଲେ...

ଲୁଟିବା ପରେ ନେଦରଲ୍ୟାଣ୍ଡସ୍‌ ପର୍ଯ୍ୟଟକ ଆନ୍ଥୋନି ଭ୍ୟାନ୍‌ ଅର୍କେଲ ଯେପରି ପୁଲିସ୍‌ ପାଖକୁ ନଯିବା, ସେଥିପାଇଁ ମୁମ୍ୱାଇ ବଦଳରେ ଦିଲ୍ଲୀ ଯାଉଥିବା ଟ୍ରେନ୍‌ରେ ଚଢ଼ାଇ ଦେଇଥିଲା ଚତୁର ଟ୍ୟାକ୍ସି ଡ୍ରାଇଭର।

Puri PhotoOR

ବିଦେଶୀ ପର୍ଯ୍ୟଟକଙ୍କୁ ଏମିତି ମିଳୁଛି ସତ୍କାର

Manoranjan Sial
  • Published: Friday, 01 March 2024
  • Updated: 01 March 2024, 08:47 PM IST

Sports

Latest News

କେତେ ଆଶା ନେଇ ନେଦଲ୍ୟାଣ୍ଡସ୍‌ରୁ ଧାଇଁ ଆସିଥିଲେ ଶ୍ରୀକ୍ଷେତ୍ର। ଭାବେ ଥିଲେ ଓଡ଼ିଶାର କଳା ଓ ସଂକୃତିକୁ ମନୋଭରୀ ଉପଭୋଗ କରିବେ। ଆଉ ଗଲା ବେଳେ ଓଡ଼ିଶାର ପ୍ରକୃତିକ ସୌନ୍ଦର୍ଯ୍ୟକୁ କ୍ୟାମେରା ଲେନ୍ସରେ କଏଦ କରିନେବେ। ହେଲେ ଜାଣିନଥିଲେ ମହାପ୍ରଭୁଙ୍କ ଏ ମାଟିରେ ଲୁଟ୍‌ ଓ ଠକାମୀରେ ଶିକାର ହୋଇଯିବେ ବୋଲି। ମିଠା ମିଠା କଥା କହି ଲୁଟିନେଲା ଟ୍ୟାକ୍ସି ଡ୍ରାଇଭର। ଏବେ ଜନ୍ମ ମାଟିକୁ ଯିବା ପାଇଁ ରାହା ଖୋଜୁଛନ୍ତି ନେଦରଲ୍ୟାଣ୍ଡସ୍‌ର ଆନ୍ଥୋନି ଭ୍ୟାନ ଅର୍କେଲ।

ନେଦରଲ୍ୟାଣ୍ଡସ୍‌ର ଆନ୍ଥୋନି ଭ୍ୟାନ ଅର୍କେଲ ଓଡ଼ିଶାର କଳା ଓ ସଂସ୍କୃତିରେ ପାଗଳ ହୋଇଯାଇଥିଲେ। ସେଥିପାଇଁ ସେ କାହିଁ କେତେ ମାଇଲ୍‌ରୁ ଧାଇଁ ଆସିଥିଲେ ମନ୍ଦିର ମାଳିନୀ ସହର ଭୁବନେଶ୍ୱର। ରାଜଧାନୀରେ ବୁଲାବୁଲି କରିବା ପରେ ଆନ୍ଥୋନି ଭ୍ୟାନ୍ ଅର୍କେଲ ଶ୍ରୀକ୍ଷେତ୍ର ଯାଇଥିଲେ। ସେଠାରୁ ସେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଯିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ସେଥିପାଇଁ ଟ୍ୟାକ୍ସି ବୁକିଂ କରିଥିଲେ। ହେଲେ ସେହି ଟ୍ୟାକ୍ସି ଡ୍ରାଇଭର ସାଜିଲା ଧୋକାବାଜ୍‌।

Also Read

ଚାନ୍ଦବାଲି ଯିବା ପୂର୍ବରୁ ଆନ୍ଥୋନି ଭ୍ୟାନ ଅର୍କେଲ ଓ ଚାଳକ ପରିଶ୍ରା କରିବା ପାଇଁ ଶୌଚାଳୟ ଯାଇଥିଲେ। ପରିଶ୍ରା କରିବା ପରେ ପ୍ରଥମ ଟ୍ୟାକ୍ସି ଚାଳକ ଆସିଥିଲେ। ସେହି ସମୟରେ ଦେ ଆନ୍ଥୋନିଙ୍କ ବ୍ୟାଗରେ କଳାକନା ବୁଲାଇ ଦେଇଥିଲା। ଆନ୍ଥୋନିଙ୍କ ବ୍ୟାଗରେ ଥିବା ୫ ଲକ୍ଷରୁ ଅଧିକ ଟଙ୍କା, ଦାମି କ୍ୟାମେରା ଓ ହୀରାର ମୁଦି ନେଇଯାଇଥିଲା। କିନ୍ତୁ ଏ ସମ୍ପର୍କରେ ସାମାନ୍ୟତମ ଟେର୍‌ ପାଇନଥିଲେ ଆନ୍ଥୋନି ଭ୍ୟାନ ଅର୍କେଲ। ତା’ପରେ ଆନ୍ଥୋନି ଭ୍ୟାନ ଅର୍କେଲ ଆସି ଟ୍ୟାକ୍ସିରେ ବସିଥିଲେ।

ଲୁଟିବା ପରେ ନେଦରଲ୍ୟାଣ୍ଡସ୍‌ ପର୍ଯ୍ୟଟକ ଆନ୍ଥୋନି ଭ୍ୟାନ୍‌ ଅର୍କେଲ ଯେପରି ପୁଲିସ୍‌ ପାଖକୁ ନଯିବା, ସେଥିପାଇଁ ମୁମ୍ୱାଇ ବଦଳରେ ଦିଲ୍ଲୀ ଯାଉଥିବା ଟ୍ରେନ୍‌ରେ ଚଢ଼ାଇ ଦେଇଥିଲା ଚତୁର ଟ୍ୟାକ୍ସି ଡ୍ରାଇଭର। ତେଣୁ ଆନ୍ଥୋନି ଟ୍ରେନ୍‌ ଚଢ଼ି ଦିଲ୍ଲୀ ପଳାଇ ଯାଇଥିଲେ। ଦିଲ୍ଲୀରେ ପହଞ୍ଚିବା ପରେ ଆନ୍ଥୋନି ଜାଣି ପାରିଥିଲେ ଚୋରି ସହିତ ଠକାମୀର ଶିକାର ହୋଇଛନ୍ତି। ଆନ୍ଥୋନିଙ୍କ ପାଖରେ ରହିଯାଇଥିଲା କେବଳ ଭିସା, ପାସପୋର୍ଟ ଓ ରିଟର୍ଣ୍ଣ ଟିକଟ୍।

ଠକାମୀର ଶିକାର ହୋଇଥିବା ଜାଣିବା ପରେ ଆନ୍ଥୋନି ଦିଲ୍ଲୀରୁ ଶ୍ରୀକ୍ଷେତ୍ର ପୁରୀ ଫେରିଥିଲେ। ଲୁଟ୍‌ ନେଇ ଥାନାରେ ଏତଲା ଦେବା ସହିତ ଦୁଃଖ ପ୍ରକାଶ କରିଥିଲେ ଆନ୍ଥୋନି। ଜାନୁଆରୀ ୨୫ ତାରିଖରେ ତାଙ୍କୁ ଭିକାରୀଙ୍କ ଥଇଥାନ କେନ୍ଦ୍ର ପୁରୀର ନୀଳାଦ୍ରି ନିଳୟରେ ରଖିଥିଲା ପ୍ରଶାସନ। ଆନ୍ଥୋନିଙ୍କ ପାଇଁ ଚୋରି ଦୁଃଖଠୁ ବଳି ଯାଇଥିଲା ନୀଳାଦ୍ରି ନିଳୟରେ ରହଣୀ। ଅତ୍ୟନ୍ତ ପରିଷ୍କାର ପରିବେଶ, ଅଚଳ ଫ୍ୟାନ, ମଶା ପ୍ରାଦୁର୍ଭାବ, ଅନ୍ୟମାନଙ୍କ ପାଟିତୁଣ୍ଡ, ମାଡ଼ ଗୋଳରେ ଆକ୍ତାମାକ୍ତା ହୋଇ ମାସେରୁ ଅଧିକ ସମୟ ନୀଳାଦ୍ରି ନିଳୟରେ ରହିଛନ୍ତି ଆନ୍ଥୋନି। ଖାଦ୍ୟ କହିଲେ କେବଳ ଭାତ ଓ ଆଳୁ। ତାହା ମଧ୍ୟ ପେଟପୁରା ନୁହେଁ। ତେଣୁ ଓଜନ କମିଯାଇଛି ୧୫ କେଜି। ସମାଜସେବୀ ଡାନିଆଲ ନାୟକ ଏହା ଜାଣିବା ପରେ ଓ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆନ୍ଥୋନିଙ୍କୁ ଆଜିଠୁ ପାନ୍ଥନିବାସରେ ରଖାଯାଇଛି।

ଆନ୍ଥୋନିଙ୍କ ଅଭିଯୋଗ କ୍ରମେ ଟାଉନ ଥାନା ପୁଲିସ୍‌ ଏକ ମାମଲା ରୁଜୁ କରି ଟ୍ୟାକ୍ସିକୁ ଜବତ କରିଛି। କିନ୍ତୁ ଅଭିଯୁକ୍ତ ଡ୍ରାଇଭର ଫୋରାର ହୋଇଯାଇଛି। ଏନେଇ ନେଦରଲ୍ୟାଣ୍ଡସ୍‌ ଦୂତ୍ତାବାସ ସହ ଯୋଗାଯୋଗ କରାଯାଇ ପଦକ୍ଷେପ ନିଆଯିବ। ଏଥିସହ ଅଭିଯୁକ୍ତକୁ ଧରାଯିବ ବୋଲି ପୁରୀ ଏସ୍‌ପି କହିଛନ୍ତି।

ଚୋରି ଓ ନୀଳାଦ୍ରି ନିଳୟର ରହଣି ସିନା ତିକ୍ତ ଅଭିଜ୍ଞତା ଦେଇଥିଲା। କିନ୍ତୁ ପରେ ଯେଉଁ ସାହାଯ୍ୟ ସେ ପାଇଛନ୍ତି, ସେଥିରେ ଆନ୍ଥୋନି କୃତ୍ୟକୃତ୍ୟ। ଖୁସିରେ ସମସ୍ତଙ୍କୁ ସେ ଧନ୍ୟବାଦ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story