Advertisment

ମନ୍ତ୍ରୀ,ଜିଲ୍ଲାପାଳ ଓ ଏସପି ଶୁଣିଲେ, ଖାଲି ହସିଲେ

କୁନି ଝିଅ ଏମିତି ସମସ୍ୟା ଜଣାଇଲେ ମନ୍ତ୍ରୀ, ଜିଲ୍ଲାପାଳ ଓ ଏସ୍ ପି ଶୁଣିଲେ ଖାଲି ହସିଲେ ।

author-image
Manoj Swain
ଅଦ୍ୟତନ ହୋଇଛି

ମନ୍ତ୍ରୀ,ଜିଲ୍ଲାପାଳ ଓ ଏସ୍ ପି ଶୁଣିଲେ ଖାଲି ହସିଲେ । ଜୁହାର ବାବୁ ଜୁହାର। ପଦୁଗୁଡାର ଦୁଃଖ ଟିକେ ବୁଝ...। କୁନି ଝିଅର ମୁହଁରୁ ଶୁଣାଯାଉଥିବା ଇଏ ଏକ ସଂଳାପ ହୋଇଥାଇପାରେ । ହେଲେ ଏହାରି ଭିତରେ ରହିଛି ଆଦିବାସୀ ଅଧ୍ୟୁଷିତ କୋରାପୁଟ୍‌ ଜିଲ୍ଲା ଦଶମନ୍ତପୁର ଦୁଃଖ । ଯାହାର ଭଡିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେବା ପରେ ଲୋକେ ପଚାରିଛନ୍ତି ନାନା ପ୍ରଶ୍ନ ।

Advertisment
Odisha Koraput