ଜଣେ ଭିନ୍ନକ୍ଷମ ଓକିଲଙ୍କ କାହାଣୀ

ପିଲା ବେଳରୁ ଭିନ୍ନକ୍ଷମ। ତଥାପି ଆଜି ସେ ସକ୍ଷମ। ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଦୁଃଖ ଓ ଯନ୍ତ୍ରଣା ଭିତରେ ନିଜକୁ ଗଢ଼ିଛନ୍ତି।

Manoj Swain
  • Published: Monday, 04 December 2023
  • Updated: 04 December 2023, 04:00 PM IST

ପିଲା ବେଳରୁ ଭିନ୍ନକ୍ଷମ। ତଥାପି ଆଜି ସେ ସକ୍ଷମ। ସମାଜରେ ସେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଦୁଃଖ ଓ ଯନ୍ତ୍ରଣା ଭିତରେ ନିଜକୁ ଗଢ଼ିଛନ୍ତି। ଆଉ ବନିଯାଛନ୍ତି ଜଣେ ଓକିଲ। ତେବେ ସେ ହେଉଛନ୍ତି 33 ବର୍ଷୀୟ ଆକର୍ଷଣ ବହିଦାର। ତାଙ୍କ ଘର ହେଉଛି କୋରାପୁଟ ଜିଲ୍ଲା ସେମିଲିଗୁଡ଼ା ସରସ୍ଵତୀ ନଗରରେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos