Advertisment

ଜଣେ ଭିନ୍ନକ୍ଷମ ଓକିଲଙ୍କ କାହାଣୀ

ପିଲା ବେଳରୁ ଭିନ୍ନକ୍ଷମ। ତଥାପି ଆଜି ସେ ସକ୍ଷମ। ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଦୁଃଖ ଓ ଯନ୍ତ୍ରଣା ଭିତରେ ନିଜକୁ ଗଢ଼ିଛନ୍ତି।

Advertisment

ପିଲା ବେଳରୁ ଭିନ୍ନକ୍ଷମ। ତଥାପି ଆଜି ସେ ସକ୍ଷମ। ସମାଜରେ ସେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଦୁଃଖ ଓ ଯନ୍ତ୍ରଣା ଭିତରେ ନିଜକୁ ଗଢ଼ିଛନ୍ତି। ଆଉ ବନିଯାଛନ୍ତି ଜଣେ ଓକିଲ। ତେବେ ସେ ହେଉଛନ୍ତି 33 ବର୍ଷୀୟ ଆକର୍ଷଣ ବହିଦାର। ତାଙ୍କ ଘର ହେଉଛି କୋରାପୁଟ ଜିଲ୍ଲା ସେମିଲିଗୁଡ଼ା ସରସ୍ଵତୀ ନଗରରେ। 

Advertisment
Odisha Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe