ଯୁଦ୍ଧକୁ ପୁରିଲାଣି 61 ବର୍ଷ, ଏଯାଏଁ ନିଖୋଜ ଯବାନଙ୍କ ଅପେକ୍ଷାରେ ସ୍ତ୍ରୀ | Odisha Reporter
ବାହାଘର ସରିଯାଇଥାଏ, ଚତୁର୍ଥୀ ଦିନ ଅପରାହ୍ନ, ଆର୍ମି ଅଫିସରୁ ଆସି ପହଞ୍ଚିଥିଲା ଟେଲିଗ୍ରାମ । ଭାରତ-ଚୀନ ଯୁଦ୍ଧ ସ୍ଥିତି ଯୋଗୁଁ ତୁରନ୍ତ କାର୍ଯ୍ୟସ୍ଥଳରେ ଯୋଗଦେବାକୁ ଆସିଥିଲା ଜରୁରୀ ସନ୍ଦେଶ । ଏ କଥା ଜାଣିବା ପରେ ପରିବାର ବନ୍ଧୁବାନ୍ଧବ ସମସ୍ତଙ୍କ ବାରଣ ସତ୍ତ୍ୱେ କାହାରିକଥା ନଶୁଣି ଚାଲିଯାଇଥିଲେ ଯୁଦ୍ଧ କ୍ଷେତ୍ରକୁ । ଗଲାବେଳେ ନବ ବିବାହିତା ପତ୍ନୀକୁ ଥରେ ମନପୁରଇ ଦେଖିବା ପାଇଁ ଦୌଡ଼ି ଯାଇଥିଲେ । ଆଉ କଥାଦେଇ ଯାଇଥିଲେ ମୋ କଥା ଆଦୌ ଚିନ୍ତା କରିବ ନାହିଁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
