Advertisment

ଆମ୍ବୁଲାନ୍ସରେ ମିଳିଲାନି ଅକ୍ସିଜେନ୍‌ !

ଛାତି ପିଟି ପିଟି କାନ୍ଦୁଛନ୍ତି । ଅବାକ ହେଇ ଯାଉଛନ୍ତି । ସାମାନ୍ୟ ଅସୁସ୍ଥ ମଣିଷଟା ଅବହେଳାରେ ଆଖି ବୁଜିଦେବ ବିଶ୍ୱାସ କରିପାରୁ ନାହାଁନ୍ତି । ଏଠି ରୋଗୀଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ଆସିଲା । ହେଲେ ଅକ୍ସିଜେନ ଦେଲାନାହିଁ ।

author-image
Manoj Swain

ଭଦ୍ରକ: ଛାତି ପିଟି ପିଟି କାନ୍ଦୁଛନ୍ତି । ଅବାକ ହେଇ ଯାଉଛନ୍ତି । ସାମାନ୍ୟ ଅସୁସ୍ଥ ମଣିଷଟା ଅବହେଳାରେ ଆଖି ବୁଜିଦେବ ବିଶ୍ୱାସ କରିପାରୁ ନାହାଁନ୍ତି । ଏଠି ରୋଗୀଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ଆସିଲା । ହେଲେ ଅକ୍ସିଜେନ ଦେଲାନାହିଁ । 

Advertisment
Odisha Bhadrak