ଆମ୍ବୁଲାନ୍ସ ଦେଲାନି ଅକ୍ସିଜେନ୍ ଆଖି ସାମ୍ନାରେ ଚାଲିଗଲା | Odisha Reporter
Advertisment
ଭଦ୍ରକ: ଛାତି ପିଟି ପିଟି କାନ୍ଦୁଛନ୍ତି । ଅବାକ ହେଇ ଯାଉଛନ୍ତି । ସାମାନ୍ୟ ଅସୁସ୍ଥ ମଣିଷଟା ଅବହେଳାରେ ଆଖି ବୁଜିଦେବ ବିଶ୍ୱାସ କରିପାରୁ ନାହାଁନ୍ତି । ଏଠି ରୋଗୀଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ଆସିଲା । ହେଲେ ଅକ୍ସିଜେନ ଦେଲାନାହିଁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us