କଲମ ଧରା ହାତ ଯେବେ ମାଟି ଖୋଳେ, ମନେ ପଡିଯାନ୍ତି ବାବୁ

ଗଛ ଲଗାଅ ଜୀବନ ବଞ୍ଚାଅ। ଏ ହୁଏତ ଏ ସ୍ଲୋଗାନ୍ ହୋଇପାରିଥାଏ । କିନ୍ତୁ ଏହାକୁ ଯେ ଜୀବନର ବ୍ରତ କରି ଚାଲିହୁଏ । ସେମିତି ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ବରିଷ୍ଟ ପ୍ରଶାସିନିକ ଅଧିକାରୀ ପ୍ରଫୁଲ୍ଲ ସ୍ବାଇଁ ।

Manoj Swain
  • Published: Monday, 24 July 2023
  • Updated: 24 July 2023, 06:33 PM IST

Sports

Latest News

ଗଛ ଲଗାଅ ଜୀବନ ବଞ୍ଚାଅ । ଏ ହୁଏତ ଏ ସ୍ଲୋଗାନ୍ ହୋଇପାରିଥାଏ । କିନ୍ତୁ ଏହାକୁ ଯେ ଜୀବନର ବ୍ରତ କରି ଚାଲିହୁଏ । ସେମିତି ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ବରିଷ୍ଟ ପ୍ରଶାସିନିକ ଅଧିକାରୀ ପ୍ରଫୁଲ୍ଲ ସ୍ବାଇଁ । ଭୁବନେଶ୍ବର ଶାନ୍ତି ସ୍ତୁପ ଧଉଳୀରେ ପ୍ରତି ରବିବାର ଏହି ପ୍ରଶାସନିକ ଅଧିକାରୀ ପହଁଞ୍ଚିଯାନ୍ତି ବୃକ୍ଷ ରୋପଣ କରିବାକୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos