କଲମ ଧରା ହାତ ଯେବେ ମାଟି ଖୋଳେ, ମନେ ପଡିଯାନ୍ତି ବାବୁ.. | Odisha Reporter
Advertisment
ଗଛ ଲଗାଅ ଜୀବନ ବଞ୍ଚାଅ । ଏ ହୁଏତ ଏ ସ୍ଲୋଗାନ୍ ହୋଇପାରିଥାଏ । କିନ୍ତୁ ଏହାକୁ ଯେ ଜୀବନର ବ୍ରତ କରି ଚାଲିହୁଏ । ସେମିତି ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ବରିଷ୍ଟ ପ୍ରଶାସିନିକ ଅଧିକାରୀ ପ୍ରଫୁଲ୍ଲ ସ୍ବାଇଁ । ଭୁବନେଶ୍ବର ଶାନ୍ତି ସ୍ତୁପ ଧଉଳୀରେ ପ୍ରତି ରବିବାର ଏହି ପ୍ରଶାସନିକ ଅଧିକାରୀ ପହଁଞ୍ଚିଯାନ୍ତି ବୃକ୍ଷ ରୋପଣ କରିବାକୁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us