ଇ-ଅଭିଯୋଗ ବା `ଜନଶୁଣାଣି’ ପୋର୍ଟାଲରେ ପଡ଼ିରହିଛି ୪୦ ହଜାର ଅଭିଯୋଗ । ଧାର୍ଯ୍ୟ ସମୟରେ ସମାଧାନ ନହୋଇ ବର୍ଷ ବର୍ଷ ଧରି ପଡ଼ି ରହୁଛି ଅଭିଯୋଗ।