Advertisment

ପର୍ଯ୍ୟଟକଙ୍କ ବସ୍ ଚାରିପଟେ ବୁଲୁଥିଲା ସିଂହ !

ବସ୍ ଚାରିପଟେ ସିଂହ ବୁଲୁଥିବାରୁ ଆତଙ୍କିତ ହୋଇ ପଡିଥିଲେ ପର୍ଯ୍ୟଟକ।

author-image
Manoj Swain

ନନ୍ଦନକାନନରେ ବଡ଼ ଅଘଟଣ। ନନ୍ଦନକାନନ ସିଂହ ସଫାରୀରେ ଫସିଗଲା ବସ୍ । ଶନିବାର ଅପରାହ୍ନରେ ସିଂହ ସଫାରୀରେ ୧ ଘଣ୍ଟାରୁ ଅଧିକ ସମୟ ଫସି ରହିଥିଲା ପର୍ଯ୍ୟଟକଙ୍କ ବସ୍। ବସ୍ ଚାରିପଟେ ସିଂହ ବୁଲୁଥିବାରୁ ଆତଙ୍କିତ ହୋଇ ପଡିଥିଲେ ପର୍ଯ୍ୟଟକ।

Advertisment
Odisha Nandankanan