ସଫାରୀ ଖାଲକୁ ଖସି ପଡ଼ିଲା ବସ୍, ଗର୍ଜନ କରି ମାଡ଼ି ଆସିଲେ ସିଂହ | Odisha Reporter
Advertisment
ନନ୍ଦନକାନନରେ ବଡ଼ ଅଘଟଣ। ନନ୍ଦନକାନନ ସିଂହ ସଫାରୀରେ ଫସିଗଲା ବସ୍ । ଶନିବାର ଅପରାହ୍ନରେ ସିଂହ ସଫାରୀରେ ୧ ଘଣ୍ଟାରୁ ଅଧିକ ସମୟ ଫସି ରହିଥିଲା ପର୍ଯ୍ୟଟକଙ୍କ ବସ୍। ବସ୍ ଚାରିପଟେ ସିଂହ ବୁଲୁଥିବାରୁ ଆତଙ୍କିତ ହୋଇ ପଡିଥିଲେ ପର୍ଯ୍ୟଟକ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us