Advertisment

କାହିଁକି ମନ୍ତ୍ରୀ ହେଉନଥିଲେ ରାଣୀ ?

ଖଲ୍ଲିକୋଟର ରାଣୀ, କବିସୂର୍ଯ୍ୟନଗରର ଆତ୍ମା ଥିବା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ସ୍ୱାଭିମାନର କାହାଣୀ ।

author-image
Manoj Swain

ଖଲ୍ଲିକୋଟର ରାଣୀ, କବିସୂର୍ଯ୍ୟନଗରର ଆତ୍ମା ଥିବା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ସ୍ୱାଭିମାନର କାହାଣୀ । ୧୦ ଥରର ବିଧାୟିକା, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି। କାହାକୁ ମନ୍ତ୍ରୀ କରିଛନ୍ତି ତ, କାହାକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାରେ ବିନ୍ଧାଣୀ ସାଜିଛନ୍ତି। ପ୍ରଶ୍ନ ଉଠିବା ସ୍ବାଭାବିକ ଯଦି ଜଣେ ୧୦ ଥରର ବିଧାୟିକା, ତେବେ କାହିଁକି କେବେ ମନ୍ତ୍ରୀ ହୋଇ ନାହାଁନ୍ତି ? ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha V. Sugnana Kumari Deo